Sad News For Odisha | ନାଗାଲାଣ୍ଡରେ ଓଡ଼ିଆ ଯବାନ ଭି. ତେଜା ସହିଦ

ନାଗାଲାଣ୍ଡରେ ଅପରେସନାଲ ଡ୍ୟୁଟି ସମୟରେ ଗୁଳି ବାଜି ରାୟଗଡ଼ା ଜିଲ୍ଲାର ୧୫ଶ ଆସାମ ରାଇଫଲ୍ସର ବୀର ଯବାନ ଭି. ତେଜା (୩୧) ସହିଦ ହୋଇଛନ୍ତି। ଆସନ୍ତା ଡିସେମ୍ବର ୧୦ ତାରିଖରେ ତାଙ୍କର ବିବାହ ସ୍ଥିର ହୋଇଥିବା ବେଳେ ତାଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ବୀର ଯବାନଙ୍କ ବଳିଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *